Tuesday, November 27, 2012

ପ୍ରତାରଣା

ସୟନେ   ସପନେ  ଅବା ଯାଗରଣେ ଆଂକୁ ଥିଲି ଯାର ଛବୀ .
ଭିଡରେ ସାନ୍ତରେ  ଅବା    ଗୋପନରେ ଖୋଜୁଥିଲି ଯେଉସାଥୀ ...

ଗହନବନର ନିସ୍ତଧ  ସବଦ ତୋଳିଲା  ମୋଦେହେ ବନ୍ୟା ...
ହୁର୍ଦୟ ଗୋପନେ ସବଦ କରିଲା ଏ ବୋଧେ ସେ ଅନନ୍ୟା ...........

ଅଳସିଗୋ  ତୁମ ଅଖିର ପଲକେ ବର୍ନିଳ ହେଲାମୋ ମନ 
ମନେ ମନେ ମୁ  ଅଳକାଁର  ଦେଲି  ପ୍ରିୟତମi ତୁମ ନାମ ......

ସୋପ୍ନ ଅସରରେ ଲଖେ ଅପସରା  ତୁମେଥିଲ ପ୍ରାଣ ପ୍ରିୟା
ପ୍ରାଣଠୁବୀ ଅତି ନିଜର ଭାବିଲି ଭୁଲିଗଲୀ ପ୍ରାଣ ନଥିଲେ କି ପ୍ରିୟା ....

ଅଳକା ଗୋ ତୁମେ ଗହନ ସପନେ ଆଂକିଲି  ପ୍ରେମର ଛବି 
ସୋପ୍ନ ସାଥେ ପୁଣି ପ୍ରେମ ଭାଗିଦେଲ ରାତିତ ରହିଲ ବାକି ...

ପ୍ରଥମ ଦେଖାରେ ଅଖିପଲକରେ କରିଲି ଏତେ ନିଜର 
ନିଜର ବୋଲିମୁ ଭାବିବା ଅଗରୁ ତୁମେହେଲ ସାତ  ପର .

Saturday, November 10, 2012

କାଲି କହିବକୀ ସେକଥା ........



ଆଜି    ତୁମେ  କୁହ ମୋର ମୋର  କାଲି  କହିବକୀ  ସେକଥା 
 ଆଜି   ଯେତେ ସବୁ ଉପହାର ସବୁ କାଲି ସାଇ ତିଲେ ଭଲକଥା .




ଆଜି ତୁମେ ଦେଖ ସପନ ହଜାରେ କାଲିକୀ ଦେଖିଲେ ଭଲକଥା 
କଲି ସେ ସପନେ ମୁବି ଥିବୀ କହିପରିବକୀ ଏ କଥା .
ଆଜି ତୁମେକୁହ ମୋଦିନ ସୁରୁଜ ଏ ତ ବହୁତ ଭଲକଥା 
ଦିନ ସରିଗଲେ ରାତିରେ ଖୋଜିଲେ ମୁ କି ଜାଣିବି ସେକଥା .


Monday, September 10, 2012

ରଂଗ ମଂଚ


ରାତିର ଅନ୍ଧାରେ ସୋପ୍ନ ଆଲୋକରେ  ତୋଳେ ମୁ  ସୋପ୍ନ ର ଉଚ୍ଛ
                             ମୁ ସେ ରଂଗ ମଂଚ .
ରଂଗ ମଂଚ ର ମୁ ପ୍ରଥମ ରଂଗ ମୁ ଯୁବକ ଦେହର ବନ୍ୟା 
             ରଂଗ ଦେଖେଇ ଅସିଅଛି  ମୁ ସରଗ ସୁନ୍ଦରୀ ଅନନ୍ୟା .

ସୁନ୍ଦର ଅଟେ ମୁ ବୟସରେ ଅଳ୍ପ 
           ଅଳ୍ପ ନୁହେମୋର ରଂଗ କଳନ  
କିନ୍ତୁ ଏ ଜାତିର ନିର୍ବିକ ମଣିସ 
                     ଭାବେ ମୋତେ ତାର ଖେଲନା
ଭାବେ ତୁମେ ଥରେ ଅନ୍ଧାର ରାତିରେ କାହିଁକି ସହେମୁ ତୁମ   ଜାତନା
ତୁମ ଭଳି ମୋର ମନ ଆଉ ଦେହ ଇଛା  ଅନିଛା  କି ହୁଏନ.

ନଗ୍ନ ବିଭେସିକ ଉଚ ପ୍ରସଂସିକା ହୁଏମେ ଖଣିକ ପାଇ.

ରଂଗ ଢଂଗ  ସବୁ ସରିଗାଲା  ପରେ 
              ଅସିଳ ସବ୍ଦ ସୁନ୍ଦର ହରଟି ପିନ୍ଦେ  ମୁ ଇଚ୍ଛା  ନଥାଇ .

Thursday, August 16, 2012

premika

ଲକ୍ଷେ ଗୋଲାପର ପଖୁଡା ର ବାସ ସତେକେ ଦେଇଚି ବୋଳି
ଲାଜ ଲାଜ ମୁହ୍ନ ପ୍ରୀତି ଭରା ହସ   ସତେ ଚାନ୍ଦ ଖେଳେ ଦୋଳି.

Monday, July 2, 2012

ପ୍ରଥମ ଦେଖା

ନିର୍ମଳ ସୋଭା ରେ ନବ ପଲକରେ ତୁମେ ହେଲା ନୁଆ ସାଥି
ସାଥିରେ ତୁମ ପ୍ରଥମ ପଲକେ ଖୋଜିଲି ପ୍ରେମର ପୋଥୀ..

ସବୁଜ ସୁସ୍ତୃର ତୁମେହୀ ଅଳକା କାନନ ର ଚମ୍ପା ଫୁଲ
ରଜନିର ଜହ୍ନ ପଥହରା  କଲା    ପାଇଲି ତୁମକୁ ଭଲ.

ଅକାସେ ଦେଖି  ଗ୍ରୀଷ୍ମ ର ସୁରୁଜ ଭାଭିଲି ସିତଳ ଜହ୍ନ
ଜହ୍ନ ଚାହିଁ  ମୁ ସେମିତି ବସିଚି ଦିସୁନାହୀ ତୁମ ଚିହ୍ନ ...

ନିସ୍ତବ୍ଦ ସାଗର ବିରାଟ ପୁଥିବୀ ସବୁତ ଲାଗିଲା ଫାଂକ
ନିରବ ପବନ ପଚାରେ ଯେପରି କୁହକେବେ ହେବ ଦେଖା...

ଜୀବନ ଯାତ୍ରାରେ ସବୁତ ଭୁଲିଚି ଭୁଲି ନି ପ୍ରଥମ  ଦେଖା 
ଆମରି ପ୍ରେମର ସାଖି କେହିନାହୀ ଭାବେ ବସି ଏକା ଏକା ........

Sunday, July 1, 2012

ମନ

ମନ ଏକ ଉଡାପଖୀ  ବସା କେବେ ବାନ୍ଧେନା
ଆଜି ସେ ତୁମର ତ କାଲି ତାକୁ ବୁଝେନା.

ମନ ଏକ  ରାଜରାସ୍ତ  ନିଛାଟିଆ ହୁଏନା
ତୁମକଥା ଭାବେ ହେଲା ଏକା କେବେ ରହେନା .

ମନ ଏକ ସାଗର ସେ ନିରବକୁ ସହେନ 
ତୁମକୁ  ସେ ଖୋଜେ  ହେଲେ କାହାକୁ ସେ କହେନ.

ମନ ଏକ କାଚ ଘର ଭାଗୀ ଗଢି ହୁଏନା .........
ତୋଳେ ସେ  ତୁମ ପାଇ କାହାକୁ ସେ କହେନା 

ମନ ଏକ ବଜାର ସେ ସବୁ କିଣି ହୁଏନା 
କିଣି ତୁମ ମନକୁ ମୁ  ଆଉ ବିକି ପାରେନା........................

Saturday, June 30, 2012

ତୁମ ଠିକଣା

ଗୋଲାପ ନଗର ଠିକଣା  ତୁମର ଅଜୀ ଯାଏ ଥିଲା ଅଜଣା
ପାଇଲି ଠିକଣା ତୁମେ ଆଣି ଦେଲ  ଲାଜ ମୁଖ ଥିଲା ଅଚୀହ୍ନା   .
ଅଜଣା ବଗୀଚା  ଗୋଟିଏ ଗୋଲାପ ଦେଖିବାକୁ ମନା ନାହିଂ 
ଛୁଇଁ ବାକୁ ଥରେ  ଏଛା କରି ମୁଜେ ପହଁଚିଲିପାସେ ଯାଇ.


Add caption

Tuesday, June 26, 2012

ସୟନେ ସପନେ ଅବା  ଜାଗରଣେ ଆଁକୁଥୀଲୀ  ଯାର ଛବି
ଭିଡରେ  ସାନ୍ତରେ ଅବା ଗୋପନରେ ଖୋଜୁଥିଲି ଯେଉ ସାଥୀ.

ଗହନ ବନର ନିସ୍ତବ୍ଦ  ସବଦ ତୋଲିଲା ମୋଦେହେ ବନ୍ୟା 
ହୁଦୟ ଗୋପନ ସବଦ କରିଲା ଏବୋଧେ ସେଇ ଅନନ୍ୟା .




ଅଲସୀ ଗୋ ତୁମ ଆଖିର ପଲକେ ବର୍ନିଲ ହେଲା ମୋ ମନ 
ମନେ ମନେ ମୁ ଅଳକାର  ଦେଲି ପ୍ରିୟତୁମ ତୁମ ନାମ

ସୋପ୍ନ ସରବରେ ଲକ୍ଷେ ଅପସରା ତୁମେଥିଲ ପ୍ରାଣ ପ୍ରିୟା
ପ୍ରାଣ ଠୁ ବି ଅତି ନିଜର ଭାବିଲି ଭୁଲିଗଲୀ  ପ୍ରନନଥିଲେ କି ପ୍ରିୟା.


ଅଳକା ଗୋ ତୁମ ଗହନ ସପନେ ଆକ୍ନୀ ଥିଲି ପ୍ରେମ ଛବି
ସୋପ୍ନ ସାଥେ ପୁଣି ପ୍ରେମ ଭଂଗୀ ଦେଲ ରାତିତ ରହିଲା ବାକି.

Saturday, June 23, 2012

ପ୍ରିୟତମା

ମୁର୍ଗ ନୟନ ର ଚାହାନୀ ତୁମର ମୁଖତୁମ ସେତପଦ୍ମ 
    ରାଜହଁସି ଲଗେ ଚାଲି ତୁମର ସୋପ୍ନଲଗେ ତୁମ ପ୍ରେମ
ସୋପ୍ନ ସରବରେ ସୁନିଳ ଲହରୀ ସୋର୍ଗିୟା ଭାବନା ତୋଲେ
ତୁମ ଅଖିର ଏ ଅଳସୀ ଚାହାଣୀ ମୋହୁଦ୍ରୟେ ପ୍ରେମ ଢାଳେ 

ବନମଧେ ତୁମେ ଅମୁଲ୍ୟ ର ଲତi ଗଗନେ ଅମୁଲ୍ୟ ତାରi 
ପ୍ରୀତି ତୁମ ଅଟେ  ଅମୁଲ୍ୟ ପିଉସ ହସକି ପାହାନ୍ତି ତାରi 

ସାଗର ବେଳାର ଜହ୍ନର ଜୋଚ୍ଛନା ତୁମରୁପକୁ ନୁହେତ ତୁଳ 
ସକାଳ ସୁରୁଜ ପହିଲି କିରଣ ହେବତୁମ ପୁଜାଫୁଲ 

ପ୍ରିୟତମା ତୁମ ଅଖି ର କଜଳ ସତେକି ସୁନେଲି ସନ୍ଧା 
କିରଚନା ଦେବି ମୁବା ତୁମର ତୁମେତ ରଜନୀ ଗନ୍ଧା

Wednesday, June 20, 2012

ସେସଥର ପାଇଂ ଅସିଥିଲ

ସେଦିନର ସେଇ ସେସ ସଂଯବେଳେ 
          ସେସଥର ପାଇଂ ଅସିଥିଲ
ସେସ ସଂଯେ ତୁମେ ସପନ୍ ଦେଖେଇ 
    ଅଧା କାହାଣୀ କୁ ସେସକଲ 
   ସେସଥର ପାଇଂ ଅସିଥିଲ

ସଗରିକi ତୁମେ ସାଗରବେଳାକୁ
     ଫେରିବାକୁ ପୁଣି ମନାକଲ
ସପନ ସେତୁରେ ସାଥେ ଜିବାପାଇ 
   ହଟ ଧରି ମୋର କହିଥିଲା 
ଅଜଣା ବତାସ ଭଂiଗୀ ଦେଲା ସବୁ 
      ମଳୟ ବୋଲି ତାକୁ କହୁଥିଲା 
         ସେସଥର ପାଇଂ ଅସିଥିଲ


ତୁମ ଓଢଣୀ  ର ସବୁ ରଂଗ ମୋତେ 
   ନୁଆ ନୁଆ ନୀତି ଲାଗୁଥିଲା 
ସାତରଂଗ ଛାଡି ସେ ଓଢଣୀ ଦିନେ ପ୍ରେମରଂଗେ ମୋତେ ରଂଗଇଲା

ପ୍ରେମ ନୁହେ ଏ  ମିଳନ ଅମର ସତ ଜନମର କହୁଥିଲା  
 ସତଜନମର ପ୍ରେମକୁ ମୋର ସାତପଲକରେ ସେସକଲ 
        ସେସଥର ପାଇଂ ଅସିଥିଲ

Monday, June 4, 2012

ସ୍ମୃତିର ଅଳକା ମୋ ମନ ତାରକା 
       ସଂଯ ଲେଉଟିଆ ଜହ୍ନ 
ଅଳପ   ହସରେ ରାଜନନ୍ଦନୀ ଗୋ କିଣିନେଲ ମୋର ମନ 

ସୋଳ ଫଗୁନର ମୋସଂଜ ଆଳତି
      ମୋମନ ପାହାନ୍ତି ତାର 
ସୋରିସ ଫୁଲ ଗୋ ମୋ ମନ ମାଳତି 
   ଭୁଲି ମୁ  ଭାବୁଚୀ ପରା
       

Sunday, May 20, 2012

ମନେ ପଡେ ମୋର ଗାଂ

ସଂଜ ଲେଉଟିଲେ  ଗୋଧୁଲି  ଫେରିଲେ 
       ମନେପଡେ ମୋର ଗାଂ
ପାହାନ୍ତି ତାର ଆକାସେ  ଫୁଟିଲେ 
     ମନେ ପଡେ ମୋର ଗାଂ 
ମୋ ନଈ ତୁଠ ନୀତି ସଖା  ଭେଟ
ଭୁଲି ହୁଏନାହି ଆହ
     ମନେ ପଡେ ମୋର ଗାଂ  

ଫେରେ ପୁଣି ରଜ ମୋ ଗାଂ ର ସଜ
    ସାଇ ଜାତ କେତେ ନୁଆ 
            ମନେ ପଡେ ମୋର ଗାଂ  
  ମୋ ଗାଂ ପୁନେଇ ହୁଏନି ଭୁଳେଇ 
  ଡୋଲ ପଂଚୁତଲେ ଠା 
        ମନେପଡେ ମୋର ଗାଂ 

Saturday, May 5, 2012

ତୁମ ପiଈ ସେସ ଥର :



ପଂiଥସାଳାର   ମନ  ନେଇ  ମୁ  ଯେ  ତୁମକୁ  ପାଇଲି   ଭଲ . ଅଦିନେ  କେବେ  ଅତିଥି  ହେଲା  ପରେ  ପରେ  ଭୁଲି  ଗଲା .
                     ତଥାପି  ଭାବେ  ପାଇଥୀଲୀ    କେବେ  ଭଲ .
ମନର   ଫଗୁଣ  ଅଖିର   ସ୍ରାବଣ    ସବୁବେଳେ  କେବେ  ରହେନi. 
ଫଗୁନରେ  ଯେ  ଅତିଥି  ସଜେ  ସ୍ରାବଣ ରେ   କେବେ  ଫେରେନi ......
ତୁମ  ପଈ ସେସ  ଥର :


           


ଅଜୀ  ତ  ଏମିତି   କଲିବ୍ ସେମିତି  ବୁଝିବନୀ  ମୋର  ମନ.
                  ମନ   ବୋଲି  ମୁ  ଯାହାକୁ  କହୁଚି  ତୁମପାଇ ସେ  ସୁନ.
 ସୁନା  ର  ପଲଂକ୍  ଶୋର୍ଗ  ର  ସୁଖ  କେବେତ  ଅସେନୀ  ଦିନେ .....
       ଅଜୀ  ବି   ଏମିତି  ବସି  ମୁ  ଭାବୁଚୀ  ଅସଂତକୀ  କେବେ  ଦିନେ .








             
             
                                 

Friday, May 4, 2012



ସାଗର  କୁଳରେ   ସମୁକ  ବେଳରେ  କେବେତ  ଦେଖିନି  ସପନ୍
                        ଅଜଣା  ଅଜୀ  କଲିବୀ  ଥିବି  ତୁମ ପାଇ  ସବୁଦିନ


ପ୍ରଥମ   ଦେଖାରେ  ଅଖି  ପଲକରେ  ପଇଲୀ   ତୁମକୁ  ଭଲ ....
                                        ପନ୍ଥ୍ସଶାଳା  ର  ଅଥିଥୀ   ଥିଲ     ଅଦିନେ    ଭୁଲିଗଲ