Monday, January 28, 2013

MONALISA

ସାଗର ବେଳାରେ  ଜହ୍ନ  ର ସାଥିରେ ତୁମେଥିଲେ କେମିତି  ହୁଅ ହୁଅନ୍ତା   ..............
ଅଜୀ  ମୁ ଏକୁଟିଆ ତଥାବୀ ଭଲରେ ଅଛି ..................

ସେଦିନର ସେ ପ୍ରଥମ ଦେଖା ସତରେ ଭୁଲି ହେଉନାହିଁ  ...............
ମୋ  ଅନୁମାନ କେବେ ଭୁଲ ହେବ ନହିବୋଲୀ ମୋର ବିସ୍ବାସ  ନଥିଲା .... କିନ୍ତୁ ମୁ ହରିଗଲୀ ,
ସତରେ ରୁପସୀ ମନକୁ ଚିହ୍ନିବା ଏତେ ସହଜ ନୁହେ . କେବେସେ ଆପଣାର କେବେ ସାତପର ..

କିଛି  ଭୁଝିପାରୁ ଥିଲି ମୁ ସେ ସମୟରେ ....

ଆକାସ ଅତି ନିର୍ମଳ ଥିଲେ ପାଣି ପାଗ ବଦଳି ଯିବାର ଅଧିକ ସମ୍ଭାବନା ଥାଏ .