ପଂiଥସାଳାର ମନ ନେଇ ମୁ ଯେ ତୁମକୁ ପାଇଲି ଭଲ . ଅଦିନେ କେବେ ଅତିଥି ହେଲା ପରେ ପରେ ଭୁଲି ଗଲା .
ତଥାପି ଭାବେ ପାଇଥୀଲୀ କେବେ ଭଲ .
ମନର ଫଗୁଣ ଅଖିର ସ୍ରାବଣ ସବୁବେଳେ କେବେ ରହେନi.
ଫଗୁନରେ ଯେ ଅତିଥି ସଜେ ସ୍ରାବଣ ରେ କେବେ ଫେରେନi ......
ତୁମ ପଈ ସେସ ଥର :
ଅଜୀ ତ ଏମିତି କଲିବ୍ ସେମିତି ବୁଝିବନୀ ମୋର ମନ.
ମନ ବୋଲି ମୁ ଯାହାକୁ କହୁଚି ତୁମପାଇ ସେ ସୁନ.
ସୁନା ର ପଲଂକ୍ ଶୋର୍ଗ ର ସୁଖ କେବେତ ଅସେନୀ ଦିନେ .....
ଅଜୀ ବି ଏମିତି ବସି ମୁ ଭାବୁଚୀ ଅସଂତକୀ କେବେ ଦିନେ .
No comments:
Post a Comment