ସେଦିନର ସେଇ ସେସ ସଂଯବେଳେ
ସେସଥର ପାଇଂ ଅସିଥିଲ
ସେସ ସଂଯେ ତୁମେ ସପନ୍ ଦେଖେଇ
ଅଧା କାହାଣୀ କୁ ସେସକଲ
ସେସଥର ପାଇଂ ଅସିଥିଲ
ସଗରିକi ତୁମେ ସାଗରବେଳାକୁ
ଫେରିବାକୁ ପୁଣି ମନାକଲ
ସପନ ସେତୁରେ ସାଥେ ଜିବାପାଇ
ହଟ ଧରି ମୋର କହିଥିଲା
ଅଜଣା ବତାସ ଭଂiଗୀ ଦେଲା ସବୁ
ମଳୟ ବୋଲି ତାକୁ କହୁଥିଲା
ସେସଥର ପାଇଂ ଅସିଥିଲ
ତୁମ ଓଢଣୀ ର ସବୁ ରଂଗ ମୋତେ
ନୁଆ ନୁଆ ନୀତି ଲାଗୁଥିଲା
ସାତରଂଗ ଛାଡି ସେ ଓଢଣୀ ଦିନେ ପ୍ରେମରଂଗେ ମୋତେ ରଂଗଇଲା
ପ୍ରେମ ନୁହେ ଏ ମିଳନ ଅମର ସତ ଜନମର କହୁଥିଲା
ସତଜନମର ପ୍ରେମକୁ ମୋର ସାତପଲକରେ ସେସକଲ
ସେସଥର ପାଇଂ ଅସିଥିଲ
No comments:
Post a Comment