oriya_kabita
Friday, March 31, 2017
Monday, January 28, 2013
MONALISA
ସାଗର ବେଳାରେ ଜହ୍ନ ର ସାଥିରେ ତୁମେଥିଲେ କେମିତି ହୁଅ ହୁଅନ୍ତା ..............
ଆକାସ ଅତି ନିର୍ମଳ ଥିଲେ ପାଣି ପାଗ ବଦଳି ଯିବାର ଅଧିକ ସମ୍ଭାବନା ଥାଏ .
ଅଜୀ ମୁ ଏକୁଟିଆ ତଥାବୀ ଭଲରେ ଅଛି ..................
ସେଦିନର ସେ ପ୍ରଥମ ଦେଖା ସତରେ ଭୁଲି ହେଉନାହିଁ ...............
ମୋ ଅନୁମାନ କେବେ ଭୁଲ ହେବ ନହିବୋଲୀ ମୋର ବିସ୍ବାସ ନଥିଲା .... କିନ୍ତୁ ମୁ ହରିଗଲୀ ,
ସତରେ ରୁପସୀ ମନକୁ ଚିହ୍ନିବା ଏତେ ସହଜ ନୁହେ . କେବେସେ ଆପଣାର କେବେ ସାତପର ..
କିଛି ଭୁଝିପାରୁ ଥିଲି ମୁ ସେ ସମୟରେ ....
ଆକାସ ଅତି ନିର୍ମଳ ଥିଲେ ପାଣି ପାଗ ବଦଳି ଯିବାର ଅଧିକ ସମ୍ଭାବନା ଥାଏ .
Tuesday, November 27, 2012
ପ୍ରତାରଣା
ସୟନେ ସପନେ ଅବା ଯାଗରଣେ ଆଂକୁ ଥିଲି ଯାର ଛବୀ .
ଭିଡରେ ସାନ୍ତରେ ଅବା ଗୋପନରେ ଖୋଜୁଥିଲି ଯେଉସାଥୀ ...
ଗହନବନର ନିସ୍ତଧ ସବଦ ତୋଳିଲା ମୋଦେହେ ବନ୍ୟା ...
ହୁର୍ଦୟ ଗୋପନେ ସବଦ କରିଲା ଏ ବୋଧେ ସେ ଅନନ୍ୟା ...........
ଅଳସିଗୋ ତୁମ ଅଖିର ପଲକେ ବର୍ନିଳ ହେଲାମୋ ମନ
ମନେ ମନେ ମୁ ଅଳକାଁର ଦେଲି ପ୍ରିୟତମi ତୁମ ନାମ ......
ସୋପ୍ନ ଅସରରେ ଲଖେ ଅପସରା ତୁମେଥିଲ ପ୍ରାଣ ପ୍ରିୟା
ପ୍ରାଣଠୁବୀ ଅତି ନିଜର ଭାବିଲି ଭୁଲିଗଲୀ ପ୍ରାଣ ନଥିଲେ କି ପ୍ରିୟା ....
ଅଳକା ଗୋ ତୁମେ ଗହନ ସପନେ ଆଂକିଲି ପ୍ରେମର ଛବି
ସୋପ୍ନ ସାଥେ ପୁଣି ପ୍ରେମ ଭାଗିଦେଲ ରାତିତ ରହିଲ ବାକି ...
ପ୍ରଥମ ଦେଖାରେ ଅଖିପଲକରେ କରିଲି ଏତେ ନିଜର
ନିଜର ବୋଲିମୁ ଭାବିବା ଅଗରୁ ତୁମେହେଲ ସାତ ପର .
Saturday, November 10, 2012
Monday, September 10, 2012
ରଂଗ ମଂଚ
ରାତିର ଅନ୍ଧାରେ ସୋପ୍ନ ଆଲୋକରେ ତୋଳେ ମୁ ସୋପ୍ନ ର ଉଚ୍ଛ
ମୁ ସେ ରଂଗ ମଂଚ .
ରଂଗ ମଂଚ ର ମୁ ପ୍ରଥମ ରଂଗ ମୁ ଯୁବକ ଦେହର ବନ୍ୟା
ରଂଗ ଦେଖେଇ ଅସିଅଛି ମୁ ସରଗ ସୁନ୍ଦରୀ ଅନନ୍ୟା .
ସୁନ୍ଦର ଅଟେ ମୁ ବୟସରେ ଅଳ୍ପ
ଅଳ୍ପ ନୁହେମୋର ରଂଗ କଳନ
କିନ୍ତୁ ଏ ଜାତିର ନିର୍ବିକ ମଣିସ
ଭାବେ ମୋତେ ତାର ଖେଲନା
ଭାବେ ତୁମେ ଥରେ ଅନ୍ଧାର ରାତିରେ କାହିଁକି ସହେମୁ ତୁମ ଜାତନା
ତୁମ ଭଳି ମୋର ମନ ଆଉ ଦେହ ଇଛା ଅନିଛା କି ହୁଏନ.
ନଗ୍ନ ବିଭେସିକ ଉଚ ପ୍ରସଂସିକା ହୁଏମେ ଖଣିକ ପାଇ.
ରଂଗ ଢଂଗ ସବୁ ସରିଗାଲା ପରେ
ରଂଗ ଢଂଗ ସବୁ ସରିଗାଲା ପରେ
ଅସିଳ ସବ୍ଦ ସୁନ୍ଦର ହରଟି ପିନ୍ଦେ ମୁ ଇଚ୍ଛା ନଥାଇ .
Thursday, August 16, 2012
Monday, July 2, 2012
ପ୍ରଥମ ଦେଖା
ନିର୍ମଳ ସୋଭା ରେ ନବ ପଲକରେ ତୁମେ ହେଲା ନୁଆ ସାଥି
ସାଥିରେ ତୁମ ପ୍ରଥମ ପଲକେ ଖୋଜିଲି ପ୍ରେମର ପୋଥୀ..
ସବୁଜ ସୁସ୍ତୃର ତୁମେହୀ ଅଳକା କାନନ ର ଚମ୍ପା ଫୁଲ
ରଜନିର ଜହ୍ନ ପଥହରା କଲା ପାଇଲି ତୁମକୁ ଭଲ.
ଅକାସେ ଦେଖି ଗ୍ରୀଷ୍ମ ର ସୁରୁଜ ଭାଭିଲି ସିତଳ ଜହ୍ନ
ଜହ୍ନ ଚାହିଁ ମୁ ସେମିତି ବସିଚି ଦିସୁନାହୀ ତୁମ ଚିହ୍ନ ...
ନିସ୍ତବ୍ଦ ସାଗର ବିରାଟ ପୁଥିବୀ ସବୁତ ଲାଗିଲା ଫାଂକ
ନିରବ ପବନ ପଚାରେ ଯେପରି କୁହକେବେ ହେବ ଦେଖା...
ଜୀବନ ଯାତ୍ରାରେ ସବୁତ ଭୁଲିଚି ଭୁଲି ନି ପ୍ରଥମ ଦେଖା
ଆମରି ପ୍ରେମର ସାଖି କେହିନାହୀ ଭାବେ ବସି ଏକା ଏକା ........
Subscribe to:
Posts (Atom)
.jpeg)