Saturday, June 30, 2012

ତୁମ ଠିକଣା

ଗୋଲାପ ନଗର ଠିକଣା  ତୁମର ଅଜୀ ଯାଏ ଥିଲା ଅଜଣା
ପାଇଲି ଠିକଣା ତୁମେ ଆଣି ଦେଲ  ଲାଜ ମୁଖ ଥିଲା ଅଚୀହ୍ନା   .
ଅଜଣା ବଗୀଚା  ଗୋଟିଏ ଗୋଲାପ ଦେଖିବାକୁ ମନା ନାହିଂ 
ଛୁଇଁ ବାକୁ ଥରେ  ଏଛା କରି ମୁଜେ ପହଁଚିଲିପାସେ ଯାଇ.


Add caption



ଗୋଲାପ ର ସେ ପାଖୁଡାକୁ  ଚାହି   ସୋପ୍ନ ରେ ହଜିଲି  ମୁହି 
ସୋପ୍ନ ସରିଗଲା ହାତ ଖାସିଗଲା କଂଟା ରେ ପଡିଲି ଯାଇ .

ନୁତନ ଅତିଥି ସପନ ର ସାଥୀ ସପ୍ନ ଦେଲ ମତେ ହଜାରେ
ହାତରେ ତୁମର ପ୍ରେମ କୁ ମୁ ଦେଲି ବିକିଦେଲ ତୁମେ ବଜାରେ .

ବିସାଳ ସାଗର ଅନେକ ସାମୁକ  ମୁକୁତା ପାଇଲି ନାହିଂ
ମୁକୁତା ବୋଲି ମୁ ଯାହାକୁ ପାଇଲି ହଜେଇ ବି ଦୁଖ  ନାହିଂ .

No comments:

Post a Comment