Saturday, June 23, 2012

ପ୍ରିୟତମା

ମୁର୍ଗ ନୟନ ର ଚାହାନୀ ତୁମର ମୁଖତୁମ ସେତପଦ୍ମ 
    ରାଜହଁସି ଲଗେ ଚାଲି ତୁମର ସୋପ୍ନଲଗେ ତୁମ ପ୍ରେମ
ସୋପ୍ନ ସରବରେ ସୁନିଳ ଲହରୀ ସୋର୍ଗିୟା ଭାବନା ତୋଲେ
ତୁମ ଅଖିର ଏ ଅଳସୀ ଚାହାଣୀ ମୋହୁଦ୍ରୟେ ପ୍ରେମ ଢାଳେ 

ବନମଧେ ତୁମେ ଅମୁଲ୍ୟ ର ଲତi ଗଗନେ ଅମୁଲ୍ୟ ତାରi 
ପ୍ରୀତି ତୁମ ଅଟେ  ଅମୁଲ୍ୟ ପିଉସ ହସକି ପାହାନ୍ତି ତାରi 

ସାଗର ବେଳାର ଜହ୍ନର ଜୋଚ୍ଛନା ତୁମରୁପକୁ ନୁହେତ ତୁଳ 
ସକାଳ ସୁରୁଜ ପହିଲି କିରଣ ହେବତୁମ ପୁଜାଫୁଲ 

ପ୍ରିୟତମା ତୁମ ଅଖି ର କଜଳ ସତେକି ସୁନେଲି ସନ୍ଧା 
କିରଚନା ଦେବି ମୁବା ତୁମର ତୁମେତ ରଜନୀ ଗନ୍ଧା

No comments:

Post a Comment