ମନ ଏକ ଉଡାପଖୀ ବସା କେବେ ବାନ୍ଧେନା
ଆଜି ସେ ତୁମର ତ କାଲି ତାକୁ ବୁଝେନା.
ମନ ଏକ ରାଜରାସ୍ତ ନିଛାଟିଆ ହୁଏନା
ତୁମକଥା ଭାବେ ହେଲା ଏକା କେବେ ରହେନା .
ମନ ଏକ ସାଗର ସେ ନିରବକୁ ସହେନ
ତୁମକୁ ସେ ଖୋଜେ ହେଲେ କାହାକୁ ସେ କହେନ.
ମନ ଏକ କାଚ ଘର ଭାଗୀ ଗଢି ହୁଏନା .........
ତୋଳେ ସେ ତୁମ ପାଇ କାହାକୁ ସେ କହେନା
ମନ ଏକ ବଜାର ସେ ସବୁ କିଣି ହୁଏନା
ତୋଳେ ସେ ତୁମ ପାଇ କାହାକୁ ସେ କହେନା
ମନ ଏକ ବଜାର ସେ ସବୁ କିଣି ହୁଏନା
କିଣି ତୁମ ମନକୁ ମୁ ଆଉ ବିକି ପାରେନା........................
No comments:
Post a Comment