Saturday, June 30, 2012

ତୁମ ଠିକଣା

ଗୋଲାପ ନଗର ଠିକଣା  ତୁମର ଅଜୀ ଯାଏ ଥିଲା ଅଜଣା
ପାଇଲି ଠିକଣା ତୁମେ ଆଣି ଦେଲ  ଲାଜ ମୁଖ ଥିଲା ଅଚୀହ୍ନା   .
ଅଜଣା ବଗୀଚା  ଗୋଟିଏ ଗୋଲାପ ଦେଖିବାକୁ ମନା ନାହିଂ 
ଛୁଇଁ ବାକୁ ଥରେ  ଏଛା କରି ମୁଜେ ପହଁଚିଲିପାସେ ଯାଇ.


Add caption

Tuesday, June 26, 2012

ସୟନେ ସପନେ ଅବା  ଜାଗରଣେ ଆଁକୁଥୀଲୀ  ଯାର ଛବି
ଭିଡରେ  ସାନ୍ତରେ ଅବା ଗୋପନରେ ଖୋଜୁଥିଲି ଯେଉ ସାଥୀ.

ଗହନ ବନର ନିସ୍ତବ୍ଦ  ସବଦ ତୋଲିଲା ମୋଦେହେ ବନ୍ୟା 
ହୁଦୟ ଗୋପନ ସବଦ କରିଲା ଏବୋଧେ ସେଇ ଅନନ୍ୟା .




ଅଲସୀ ଗୋ ତୁମ ଆଖିର ପଲକେ ବର୍ନିଲ ହେଲା ମୋ ମନ 
ମନେ ମନେ ମୁ ଅଳକାର  ଦେଲି ପ୍ରିୟତୁମ ତୁମ ନାମ

ସୋପ୍ନ ସରବରେ ଲକ୍ଷେ ଅପସରା ତୁମେଥିଲ ପ୍ରାଣ ପ୍ରିୟା
ପ୍ରାଣ ଠୁ ବି ଅତି ନିଜର ଭାବିଲି ଭୁଲିଗଲୀ  ପ୍ରନନଥିଲେ କି ପ୍ରିୟା.


ଅଳକା ଗୋ ତୁମ ଗହନ ସପନେ ଆକ୍ନୀ ଥିଲି ପ୍ରେମ ଛବି
ସୋପ୍ନ ସାଥେ ପୁଣି ପ୍ରେମ ଭଂଗୀ ଦେଲ ରାତିତ ରହିଲା ବାକି.

Saturday, June 23, 2012

ପ୍ରିୟତମା

ମୁର୍ଗ ନୟନ ର ଚାହାନୀ ତୁମର ମୁଖତୁମ ସେତପଦ୍ମ 
    ରାଜହଁସି ଲଗେ ଚାଲି ତୁମର ସୋପ୍ନଲଗେ ତୁମ ପ୍ରେମ
ସୋପ୍ନ ସରବରେ ସୁନିଳ ଲହରୀ ସୋର୍ଗିୟା ଭାବନା ତୋଲେ
ତୁମ ଅଖିର ଏ ଅଳସୀ ଚାହାଣୀ ମୋହୁଦ୍ରୟେ ପ୍ରେମ ଢାଳେ 

ବନମଧେ ତୁମେ ଅମୁଲ୍ୟ ର ଲତi ଗଗନେ ଅମୁଲ୍ୟ ତାରi 
ପ୍ରୀତି ତୁମ ଅଟେ  ଅମୁଲ୍ୟ ପିଉସ ହସକି ପାହାନ୍ତି ତାରi 

ସାଗର ବେଳାର ଜହ୍ନର ଜୋଚ୍ଛନା ତୁମରୁପକୁ ନୁହେତ ତୁଳ 
ସକାଳ ସୁରୁଜ ପହିଲି କିରଣ ହେବତୁମ ପୁଜାଫୁଲ 

ପ୍ରିୟତମା ତୁମ ଅଖି ର କଜଳ ସତେକି ସୁନେଲି ସନ୍ଧା 
କିରଚନା ଦେବି ମୁବା ତୁମର ତୁମେତ ରଜନୀ ଗନ୍ଧା

Wednesday, June 20, 2012

ସେସଥର ପାଇଂ ଅସିଥିଲ

ସେଦିନର ସେଇ ସେସ ସଂଯବେଳେ 
          ସେସଥର ପାଇଂ ଅସିଥିଲ
ସେସ ସଂଯେ ତୁମେ ସପନ୍ ଦେଖେଇ 
    ଅଧା କାହାଣୀ କୁ ସେସକଲ 
   ସେସଥର ପାଇଂ ଅସିଥିଲ

ସଗରିକi ତୁମେ ସାଗରବେଳାକୁ
     ଫେରିବାକୁ ପୁଣି ମନାକଲ
ସପନ ସେତୁରେ ସାଥେ ଜିବାପାଇ 
   ହଟ ଧରି ମୋର କହିଥିଲା 
ଅଜଣା ବତାସ ଭଂiଗୀ ଦେଲା ସବୁ 
      ମଳୟ ବୋଲି ତାକୁ କହୁଥିଲା 
         ସେସଥର ପାଇଂ ଅସିଥିଲ


ତୁମ ଓଢଣୀ  ର ସବୁ ରଂଗ ମୋତେ 
   ନୁଆ ନୁଆ ନୀତି ଲାଗୁଥିଲା 
ସାତରଂଗ ଛାଡି ସେ ଓଢଣୀ ଦିନେ ପ୍ରେମରଂଗେ ମୋତେ ରଂଗଇଲା

ପ୍ରେମ ନୁହେ ଏ  ମିଳନ ଅମର ସତ ଜନମର କହୁଥିଲା  
 ସତଜନମର ପ୍ରେମକୁ ମୋର ସାତପଲକରେ ସେସକଲ 
        ସେସଥର ପାଇଂ ଅସିଥିଲ

Monday, June 4, 2012

ସ୍ମୃତିର ଅଳକା ମୋ ମନ ତାରକା 
       ସଂଯ ଲେଉଟିଆ ଜହ୍ନ 
ଅଳପ   ହସରେ ରାଜନନ୍ଦନୀ ଗୋ କିଣିନେଲ ମୋର ମନ 

ସୋଳ ଫଗୁନର ମୋସଂଜ ଆଳତି
      ମୋମନ ପାହାନ୍ତି ତାର 
ସୋରିସ ଫୁଲ ଗୋ ମୋ ମନ ମାଳତି 
   ଭୁଲି ମୁ  ଭାବୁଚୀ ପରା