Friday, March 31, 2017

ତୁମ ପାଇଁ

ସାଗର ବେଳରେ ଶାମୁକା  କୁ ଦେଖେ   ମୁକୁତା ର ଆଶା  ରଖେନା
ଅଳପ ହସରେ ହସିଦେଲେ ତୁମେ ପ୍ରେମର କରେଁମୁ କଳ୍ପନା

ଇମିତି ଲାଜରେ ହସିଦେଲେ ତମେ ଶ୍ରiବଣ ରୂଷିବା ରାଗରେ .
ଆଜି ଏଇ ତୁମ  ନୀରବତା ଦେଖି ଫଗୁଣ ଫୁଲ ମଉଳୁଛି ସଜରେ