ସୟନେ ସପନେ ଅବା ଜାଗରଣେ ଆଁକୁଥୀଲୀ ଯାର ଛବି
ଭିଡରେ ସାନ୍ତରେ ଅବା ଗୋପନରେ ଖୋଜୁଥିଲି ଯେଉ ସାଥୀ.
ଗହନ ବନର ନିସ୍ତବ୍ଦ ସବଦ ତୋଲିଲା ମୋଦେହେ ବନ୍ୟା
ହୁଦୟ ଗୋପନ ସବଦ କରିଲା ଏବୋଧେ ସେଇ ଅନନ୍ୟା .
ଅଲସୀ ଗୋ ତୁମ ଆଖିର ପଲକେ ବର୍ନିଲ ହେଲା ମୋ ମନ
ଅଲସୀ ଗୋ ତୁମ ଆଖିର ପଲକେ ବର୍ନିଲ ହେଲା ମୋ ମନ
ମନେ ମନେ ମୁ ଅଳକାର ଦେଲି ପ୍ରିୟତୁମ ତୁମ ନାମ
ସୋପ୍ନ ସରବରେ ଲକ୍ଷେ ଅପସରା ତୁମେଥିଲ ପ୍ରାଣ ପ୍ରିୟା
ପ୍ରାଣ ଠୁ ବି ଅତି ନିଜର ଭାବିଲି ଭୁଲିଗଲୀ ପ୍ରନନଥିଲେ କି ପ୍ରିୟା.
ଅଳକା ଗୋ ତୁମ ଗହନ ସପନେ ଆକ୍ନୀ ଥିଲି ପ୍ରେମ ଛବି
ସୋପ୍ନ ସାଥେ ପୁଣି ପ୍ରେମ ଭଂଗୀ ଦେଲ ରାତିତ ରହିଲା ବାକି.
No comments:
Post a Comment