Monday, September 10, 2012

ରଂଗ ମଂଚ


ରାତିର ଅନ୍ଧାରେ ସୋପ୍ନ ଆଲୋକରେ  ତୋଳେ ମୁ  ସୋପ୍ନ ର ଉଚ୍ଛ
                             ମୁ ସେ ରଂଗ ମଂଚ .
ରଂଗ ମଂଚ ର ମୁ ପ୍ରଥମ ରଂଗ ମୁ ଯୁବକ ଦେହର ବନ୍ୟା 
             ରଂଗ ଦେଖେଇ ଅସିଅଛି  ମୁ ସରଗ ସୁନ୍ଦରୀ ଅନନ୍ୟା .

ସୁନ୍ଦର ଅଟେ ମୁ ବୟସରେ ଅଳ୍ପ 
           ଅଳ୍ପ ନୁହେମୋର ରଂଗ କଳନ  
କିନ୍ତୁ ଏ ଜାତିର ନିର୍ବିକ ମଣିସ 
                     ଭାବେ ମୋତେ ତାର ଖେଲନା
ଭାବେ ତୁମେ ଥରେ ଅନ୍ଧାର ରାତିରେ କାହିଁକି ସହେମୁ ତୁମ   ଜାତନା
ତୁମ ଭଳି ମୋର ମନ ଆଉ ଦେହ ଇଛା  ଅନିଛା  କି ହୁଏନ.

ନଗ୍ନ ବିଭେସିକ ଉଚ ପ୍ରସଂସିକା ହୁଏମେ ଖଣିକ ପାଇ.

ରଂଗ ଢଂଗ  ସବୁ ସରିଗାଲା  ପରେ 
              ଅସିଳ ସବ୍ଦ ସୁନ୍ଦର ହରଟି ପିନ୍ଦେ  ମୁ ଇଚ୍ଛା  ନଥାଇ .

No comments:

Post a Comment