oriya_kabita
Friday, March 31, 2017
ତୁମ ପାଇଁ
ସାଗର ବେଳରେ ଶାମୁକା କୁ ଦେଖେ ମୁକୁତା ର ଆଶା ରଖେନା
ଅଳପ ହସରେ ହସିଦେଲେ ତୁମେ ପ୍ରେମର କରେଁମୁ କଳ୍ପନା
ଇମିତି ଲାଜରେ ହସିଦେଲେ ତମେ ଶ୍ରiବଣ ରୂଷିବା ରାଗରେ .
ଆଜି ଏଇ ତୁମ ନୀରବତା ଦେଖି ଫଗୁଣ ଫୁଲ ମଉଳୁଛି ସଜରେ
No comments:
Post a Comment
Older Post
Home
Subscribe to:
Post Comments (Atom)
No comments:
Post a Comment